
ବିଜନେସ୍ ସେଟ୍ଅପ୍ ଷ୍ଟାର୍ଟଅପ୍ ଗୁଡ଼ିକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନୀ ସେକ୍ରେଟାରୀ ଏବଂ ଓକିଲ ସେବା ଯୋଗାଇଥାଏ. ଏହା ସବୁ ପ୍ରକାର ପଞ୍ଜୀକରଣ, ଟିକସ ଫାଇଲିଂ ଏବଂ ବୁକ୍ କିପିଂ, ପେରୋଲ୍ ମ୍ୟାନେଜମେଣ୍ଟ, ଲିଗାଲ୍ ଡ୍ରାଫ୍ଟିଂ ତଥା ପରାମର୍ଶ ସେବାରେ ଷ୍ଟାର୍ଟଅପ୍ ଗୁଡ଼ିକୁ ସହାୟତା କରିଥାଏ.
________________________________________________________________________________________________
ପ୍ରଦତ୍ତ ସେବାଗୁଡ଼ିକ:
ପରାମର୍ଶ ସେବା ଯେପରିକି: ଶେୟାର୍ ଜାରି କରିବା ଯଥା ବେସରକାରୀ ପ୍ଲେସମେଣ୍ଟ, ମୂଲ୍ୟାଙ୍କନ ରିପୋର୍ଟ, ଇ.ଏସ୍.ଓ.ପି. କାର୍ଯ୍ୟାନ୍ୱୟନ, ପ୍ରକଳ୍ପ ରିପୋର୍ଟ
1ଟିକସ ଫାଇଲିଂ ଏବଂ ବୁକ୍ କିପିଂ ସେବା ଯେପରିକି: ଜି.ଏସ୍.ଟି. ରିଟର୍ନ. ଆୟକର ରିଟର୍ନ, ଜି.ଏସ୍.ଟି. ରିଫଣ୍ଡ୍ ଆବେଦନ, ଆୟକର ଯାଞ୍ଚଗୁଡ଼ିକର ବୁଝାଶୁଝା କରିବା
2ସେକ୍ରେଟାରିଆଲ୍ ଏବଂ ବୈଧାନିକ ସମୀକ୍ଷା: ବାର୍ଷିକ ଫାଇଲିଂ, ବୋର୍ଡ ବୈଠକ ଏବଂ ବୈଧାନିକ ରେଜିଷ୍ଟର ରକ୍ଷଣାବେକ୍ଷଣ ଭଳି ସେକ୍ରେଟାରିଆଲ୍ ଅନୁପାଳନ
3Payroll management and book keeping services such as online payroll management and book keeping in quick books or tally
4କର୍ମଚାରୀ ରାଜିନାମା, ଅଂଶଧାରକ ରାଜିନାମା, ବିକ୍ରେତା ରାଜିନାମା ଭଳି ଆଇନଗତ ରାଜିନାମା ପରାମର୍ଶ
5
