ଡିପିଆଇଆଇଟି ମାନ୍ୟତା

Under the Startup India initiative, eligible companies can get recognised as Startups by DPIIT in order to access a host of tax benefits, easier compliance, IPR fast-tracking, and more. Learn more about eligibility and benefits below.

ମାନ୍ୟତା ପ୍ରାପ୍ତ କରନ୍ତୁ
କଣ ଆପଣଙ୍କର କମ୍ପାନୀ ଏକ ଷ୍ଟାର୍ଟଅପ୍ ଅଟେ?

ଡିପିଆଇଆଇଟି ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଁ ଯୋଗ୍ୟ ବିବେଚିତ ହେବାକୁ ଆପଣଙ୍କ କମ୍ପାନୀକୁ ନିଶ୍ଚିତ ଭାବରେ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିବାକୁ ହେବ.

ପଞ୍ଜୀକରଣ କଣ ପାଇଁ କରାଯିବ?

ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଇଣ୍ଡିଆ ପ୍ରଚେଷ୍ଟା ଅନ୍ତର୍ଗତ ନିମ୍ନଲିଖିତ ଲାଭ ଗୁଡ଼ିକୁ ପ୍ରାପ୍ତ କରିପାରିବେ

1 A. ଉଦ୍ଦେଶ୍ୟ

ଷ୍ଟାର୍ଟଅପ୍ ରେ ନିୟାମକ ଭାରକୁ କମ କରିବା ପାଇଁ, ଯାହାଦ୍ୱାରା ସେମାନଙ୍କୁ ନିଜର ମୁଖ୍ୟ ବ୍ୟବସାୟ ରେ ଧ୍ୟାନ କେନ୍ଦ୍ରିତ କରିବା ଓ ଅନୁପାଳନ ଖର୍ଚ୍ଚକୁ କମ ରଖିବାର ଅନୁମତି ମିଳିଥାଏ.

2 B. ସୁବିଧା
  • Startups shall be allowed to self-certify compliance with 6 labour laws and 3 environmental laws through a simple online procedure.
  • In the case of labour laws, no inspections will be conducted for a period of 5 years. Startups may be inspected only on receipt of a credible and verifiable complaint of violation, filed in writing and approved by at least one level senior to the inspecting officer.
  • In the case of environment laws, startups that fall under the ‘white category’ (as defined by the Central Pollution Control Board (CPCB)) would be able to self-certify compliance, and only random checks would be carried out in such cases.

 

labour laws:

 

  • The Building and Other Construction Workers (Regulation of Employment and Conditions of Service) Act, 1996
  • ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ (କର୍ମନିଯୁକ୍ତି ନିୟନ୍ତ୍ରଣ ଓ ସେବାର ସର୍ତ୍ତାବଳୀ) ଅଧିନିୟମ, 1979
  • ଗ୍ରାଚୁଇଟି ପେମେଣ୍ଟ ଅଧିନିୟମ, 1972
  • ଠେକେଦାରୀ ଶ୍ରମ (ବିନିୟମନ ଓ ସମାପ୍ତି) ଅଧିନିୟମ, 1970
  • କର୍ମାଚାରୀ ମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ପ୍ରାବଧାନ ଅଧିନିୟମ, 1952
  • କର୍ମଚାରୀ ରାଜ୍ୟ ବୀମା ଅଧିନିୟମ, 1948

 

environment laws:

 

  • The Water (Prevention and Control of Pollution) Act, 1974
  • The Water (Prevention and Control of Pollution) Cess Amendment Act, 2003
  • ବାୟୁ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଅଧିନିୟମ , 1981
3 C. ଯୋଗ୍ୟତା

DPIIT recognised startups that are within 10 years within date of incorporation ( 20 if deeptech recognized). To apply for DPIIT recognition, click “Get Recognised” below.

4 D. ପଞ୍ଜୀକରଣ ପ୍ରକ୍ରିୟା
  • ଏଠାରେ କ୍ଲିକ୍ କରନ୍ତୁ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ଶ୍ରମ ସୁବିଧା ପୋର୍ଟାଲକୁ ଯାଇବା ପାଇଁ.
  • register at the shram suvidha portal and then log in.
  • after successful login, click the link "is any of your establishment a startup"
  • follow the instructions.
1 A. ଉଦ୍ଦେଶ୍ୟ

innovation is the bread and butter of startups. since patents are a way of protecting innovative new ideas that give your company a competitive edge, patenting your product or process can dramatically increase its value and the value of your company.

 

ତଥାପି, ଏକ ପେଟେଣ୍ଟ ଦାଖଲ କରିବା ଐତିହାସିକ ରୂପରେ ଏକ ମହଙ୍ଗା ଓ ସମୟ ନେଉଥିବା ପ୍ରକ୍ରିୟା ଅଟେ ଯାହାକି ଅନେକ ଷ୍ଟାର୍ଟଅପ୍ ପହଞ୍ଚ ରୁ ବାହାର ହୋଇଯାଇପାରେ.

 

ଏହାର ଉଦ୍ଦେଶ୍ୟ ହେଉଛି ଏକ ଷ୍ଟାର୍ଟଅପ୍ ପାଇଁ ପେଟେଣ୍ଟ ହାସଲ କରିବାରେ ନିଆଯାଇଥିବା ମୂଲ୍ୟ ଏବଂ ସମୟ ହ୍ରାସ କରିବା, ଯାହାଫଳରେ ସେମାନଙ୍କୁ ନିଜର ଅଭିନବତାକୁ ସୁରକ୍ଷା ଦେବା ପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରାଯାଇପାରିବ ଓ ଆଗକୁ ଅଭିନବତା ପାଇଁ ପ୍ରୋତ୍ସାହିତ କରାଯାଇପାରିବ.

2 B. ସୁବିଧା
  • ଷ୍ଟାର୍ଟଅପ୍ ପେଟେଣ୍ଟ ଆବେଦନଗୁଡ଼ିକର ଫାଷ୍ଟ-ଟ୍ରାକିଂ: ଷ୍ଟାର୍ଟଅପ୍ ଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ପେଟେଣ୍ଟ ଆବେଦନ ପରୀକ୍ଷା ପାଇଁ ଫାଷ୍ଟ-ଟ୍ରାକ୍ କରାଯିବ ଯାହା ଫଳରେ ସେମାନଙ୍କର ମୂଲ୍ୟ ଶୀଘ୍ର ଅନୁଭବ କରାଯିବ.
  • ଆଇ.ପି. ଆବେଦନ ଦାଖଲ କରିବାରେ ସହାୟତା କରିବା ପାଇଁ ସୁବିଧାକର୍ତ୍ତାଙ୍କ ପ୍ୟାନେଲ୍: ଏହି ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ, "ସୁବିଧା ପ୍ରଦାନକାରୀ" ଏକ ପ୍ୟାନେଲ୍ ପେଟେଣ୍ଟ, ଡିଜାଇନ୍ ଓ ଟ୍ରେଡମାର୍କ (ସିଜିପିଡିଟିଏମ) ର ନିୟନ୍ତ୍ରକ ଜେନେରାଲଙ୍କ ଦ୍ୱାରା ତାଲିକାଭୁକ୍ତ କରାଯିବ, ଯିଏକି ସେମାନଙ୍କର ଆଚରଣ ଓ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିବେ. ବିଭିନ୍ନ ବୌଦ୍ଧିକ ସମ୍ପତ୍ତି ଉପରେ ସାଧାରଣ ପରାମର୍ଶ ଦେବା ସହିତ ଅନ୍ୟ ଦେଶରେ ବୌଦ୍ଧିକ ସମ୍ପତ୍ତିକୁ ସୁରକ୍ଷିତ ରଖିବା ଓ ପ୍ରଚାର କରିବା ପାଇଁ ସୁବିଧା ପ୍ରଦାନକାରୀମାନେ ଦାୟୀ ରହିବେ.
  • ସୁବିଧା ପାଇଁ ସରକାର ଖର୍ଚ୍ଚ ବହନ କରିବେ: ଏହି ଯୋଜନା ଅଧୀନରେ, କେନ୍ଦ୍ର ସରକାର ଯେକୌଣସି ଷ୍ଟାର୍ଟଅପ୍ ଫାଇଲ୍ କରିପାରୁଥିବା ପେଟେଣ୍ଟ, ଟ୍ରେଡମାର୍କ କିମ୍ବା ଡିଜାଇନ୍ ଗୁଡ଼ିକ ପାଇଁ ସୁବିଧାକର୍ତ୍ତାମାନଙ୍କର ସମ୍ପୂର୍ଣ୍ଣ ଦେୟ ଗୁଡ଼ିକୁ ବହନ କରିବେ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ କେବଳ ଦେୟଯୋଗ୍ୟ ବୈଧାନିକ ଦେୟର ମୂଲ୍ୟ ବହନ କରିବେ.
  • ଆବେଦନ ଦାଖଲ ଉପରେ ରିହାତି: ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକ ସହ ପେଟେଣ୍ଟ ଦାଖଲ କରିବାରେ ଷ୍ଟାର୍ଟଅପ୍ ଗୁଡ଼ିକୁ 80% ରିହାତି ପ୍ରଦାନ କରାଯିବ. ଏହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଫର୍ମେଟିଭ୍ ବର୍ଷରେ ଖର୍ଚ୍ଚ କମ୍‍ କରିବାରେ ସାହାଯ୍ୟ କରିବ
3 C. ଯୋଗ୍ୟତା

ଷ୍ଟାର୍ଟଅପ୍ ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ହେବା ଆବଶ୍ୟକ. ଡିପିଆଇଆଇଟି ମାନ୍ୟତା ପାଇଁ ଆବେଦନ କରିବା ପାଇଁ, ନିମ୍ନରେ ଦିଆଯାଇଥିବା "ମାନ୍ୟତା ପ୍ରାପ୍ତ କରନ୍ତୁ" ଉପରେ କ୍ଲିକ୍ କରନ୍ତୁ.

4 D. ପଞ୍ଜୀକରଣ ପ୍ରକ୍ରିୟା ଓ ଦସ୍ତାବିଜ

ଆପଣଙ୍କୁ ପେଟେଣ୍ଟ କିମ୍ବା ଟ୍ରେଡ଼ମାର୍କ ଆବେଦନ ପାଇଁ ପ୍ରକ୍ରିୟା ଓ ଆବଶ୍ୟକ ଦସ୍ତାବିଜ ବିଷୟରେ ନିଜର ଇଚ୍ଚିତ କ୍ଷେତ୍ର ଓ ଅପ୍ ଟୁ ଡେଟ୍ ସୂଚନା ଗୁଡ଼ିକର ଅଧିକାର କ୍ଷେତ୍ର ଆଧାରରେ ଏକ ଉପଯୁକ୍ତ ସୁବିଧା ପାଇଁ ଫ୍ୟାସିଲେଟରଙ୍କ ସହିତ ସମ୍ପର୍କ କରିବା ଉଚିତ.

click here for a list of trademark facilitators and patent facilitators.

 

5 E. ଅଭିଯୋଗ ର ସୁଧାର

କୌଣସି ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣ ଆବଶ୍ୟକ ହେଲେ, ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ contact us page.

2 B. ସୁବିଧା

ଯୋଗ୍ୟ ଷ୍ଟାର୍ଟଅପ୍ ଗୁଡ଼ିକୁ ନିଗମନ ଠାରୁ ପ୍ରଥମ ଦଶ ବର୍ଷ ମଧ୍ୟରୁ 3 ଲଗାତାର ଆର୍ଥିକ ବର୍ଷ ପାଇଁ ଆୟକର ଦେୟ କରିବାରୁ ଛାଡ଼ ଦିଆଯାଇପାରିବ. କ୍ଲିକ୍ କରନ୍ତୁ ଏଠାରେ ମୂଳ ପଲିସି ଅଧିସୂଚନା ପାଇଁ ଆୟକର ଛାଡ଼ ର ବିବରଣୀ ବର୍ଣ୍ଣନା କରୁଛି.

3 C. ଯୋଗ୍ୟତା
  • ୟୁନିଟଟି ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ହେବା ଉଚିତ
  • କେବଳ ପ୍ରାଇଭେଟ ଲିମିଟେଡ କମ୍ପାନୀ କିମ୍ବା ସୀମିତ ଦେୟତା ଭାଗୀଦାରୀ ଧାରା 80ଆଇଏସି ଅନ୍ତର୍ଗତ କର ଛାଡ ପାଇଁ ପାତ୍ର ଅଟେ
  • ଏହି ଷ୍ଟାର୍ଟଅପ୍ 1 ଏପ୍ରିଲ୍, 2016 ପରେ ସ୍ଥାପିତ ହୋଇଥିବା ଆବଶ୍ୟକ
4 D. ପଞ୍ଜୀକରଣ ପ୍ରକ୍ରିୟା ଓ ଦସ୍ତାବିଜ
Registration Process
  1. register on the startup india portal. click here to register
  2. post registration, apply for dpiit (department for industrial policy and promotion) recognition. click here for recognition
  3. ଏଠାରେ ଅନୁଭାଗ 80 ଆଇଏସି ଛାଡ଼ ଆବେଦନ ପତ୍ର କୁ ବ୍ୟବହାର କରନ୍ତୁ
  4. Fill in all details with the below mentioned documents uploaded and submit the application form

 

registration documents

  • ପ୍ରାଇଭେଟ ପାଇଁ ସଂସ୍ଥା ର ଜ୍ଞାପନ. ଲିମିଟେଡ଼ / ଏଲଏଲପି ଡିଡ
  • ବୋର୍ଡ଼ ରିଜୋଲ୍ୟୁସନ (ଯଦି କିଛି ଥାଏ)
  • annual accounts of the startup for the last three financial years
  • Income Tax returns for the last three financial years
5 E. ଆବେଦନ କରିବା ପର ର ପ୍ରକ୍ରିୟା

Refer to your Dashboard on the Startup India Portal for the status of your application. This can be found on the top right of the page after you log in.

 

କୌଣସି ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣ ଆବଶ୍ୟକ ହେଲେ, ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ contact us page.

1 A. ଉଦ୍ଦେଶ୍ୟ
  • ଉଦ୍ୟୋଗୀମାନଙ୍କୁ ପୁଞ୍ଜି ଓ ସମ୍ବଳଗୁଡ଼ିକୁ ଅଧିକ ଉତ୍ପାଦକ ରାସ୍ତାରେ ଦ୍ରୁତ ଭାବେ ପୁନଃ ଆବଣ୍ଟନ ପାଇଁ ଶୀଘ୍ର ଅନୁମତି ଦେବା ଉଦ୍ଦେଶ୍ୟ ସହିତ ଷ୍ଟାର୍ଟଅପ୍ ବନ୍ଦ କରିବା କିମ୍ବା ପରିଚାଳନା ବନ୍ଦ କରିବାକୁ ସହଜ କରିବା.
  • ଉଦ୍ୟୋଗୀ ମାନେ ନିଜର ପୁଞ୍ଜି ବ୍ୟବସାୟ ବିଫଳତା ସ୍ଥିତିରେ ଅଟକି ଯିବା ସ୍ଥିତିରେ ଜଟିଳ ଓ ଦୀର୍ଘ ସମୟ ରୁ ବାହାରକୁ ବାହାର କରିବା ପ୍ରକ୍ରିୟା ଗୁଡ଼ିକୁ ସାମନା ନ କରି ନୂଆ ଓ ନବୀନତମ ବିଚାର ଗୁଡ଼ିକ ସହିତ ପ୍ରୟୋଗ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ.
2 B. ସୁବିଧା
  • ପରିଶୋଧ ଅକ୍ଷମତା ଓ ଦିବାଳିଆପଣ ସଂହିତା 2016 ଅନୁସାରେ ସରଳ ଋଣ ସଂରଚନା ସହିତ ଷ୍ଟାର୍ଟଅପ୍ କିମ୍ବା କିଛି ନିଶ୍ଚିତ ଆୟ ନିର୍ଦ୍ଧିଷ୍ଟ ମାନଦଣ୍ଡ* କୁ ପୁରା କରୁଥିବା ପରିଶୋଧ ଅକ୍ଷମତା ପାଇଁ ଆବେଦନ ଦାଖଲ କରିବାର 90 ଦିନ ଭିତରେ ବନ୍ଦ କରାଯାଇପାରେ.
  • An insolvency professional shall be appointed for the Startup, who shall thereafter be in charge of the company (the promoters and management shall no longer run the company) including liquidation of its assets and paying its creditors within six months of such appointment.
  • upon appointment of the insolvency professional, the liquidator shall be responsible for the swift closure of the business, sale of assets and repayment of creditors in accordance with the distribution waterfall set out in the ibc. this process will respect the concept of limited liability.

*ମାନଦଣ୍ଡ ମିଳିପାରିବ ଏଠାରେ

1 A. ଉଦ୍ଦେଶ୍ୟ

public procurement refers to the process by which governments and state-owned enterprises purchase goods and services from the private sector. government organisations have significant spending power and can represent a huge market for startups.

 

The objective is to make it easier for startups to participate in the public procurement process and allow them to access another potential market for their products.

2 B. ସୁବିଧା
  • ସରକାରୀ ଇ-ମାର୍କେଟପ୍ଲେସ୍ ରେ ଆପଣଙ୍କ ଉତ୍ପାଦ କୁ ତାଲିକାଭୁକ୍ତ କରିବାର ସୁଯୋଗ: ସରକାରୀ ଇ-ମାର୍କେଟପ୍ଲେସ (ଜିଇଏମ) ହେଉଛି ଏକ ଅନଲାଇନ୍ ଖରିଦ ପ୍ଲାଟଫର୍ମ ଓ ସରକାରୀ ବିଭାଗ ଗୁଡ଼ିକ ପାଇଁ ଉତ୍ପାଦ ଓ ସେବା ଗୁଡ଼ିକୁ ଖରିଦ କରିବା ପାଇଁ ସବୁଠାରୁ ବଡ ବଜାର. ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଜିଇଏମ ରେ ବିକ୍ରେତା ଭାବରେ ପଞ୍ଜୀକରଣ କରିପାରିବେ ଏବଂ ନିଜର ଉତ୍ପାଦ ଓ ସେବା ଗୁଡ଼ିକୁ ସିଧାସଳଖ ସରକାରୀ ସଂସ୍ଥା ଗୁଡ଼ିକୁ ବିକ୍ରି କରିପାରିବେ. ସରକାରଙ୍କ ସହ ପରୀକ୍ଷଣ ଆଦେଶ ଉପରେ କାମ କରିବା ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଏହା ଏକ ବଡ ସୁଯୋଗ.
  • ପୂର୍ବ ଅନୁଭବ/କାରବାର ରୁ ଛାଡ଼: ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ, ନିର୍ଦ୍ଧାରିତ ଗୁଣବତ୍ତା ମାନକ କିମ୍ବା ବୈଷୟିକ ମାନଦଣ୍ଡ ଉପରେ କୌଣସି ମଧ୍ୟ ସମଝୌତା ନ କରି ସରକାର "ପୂର୍ବ ଅଭିଜ୍ଞତା/କାରବାର" ମାନଦଣ୍ଡରୁ ନିର୍ମାଣ କ୍ଷେତ୍ରରେ ଷ୍ଟାର୍ଟଅପ୍ କୁ ଛାଡ଼ ଦେବେ. ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ଆବଶ୍ୟକ କ୍ଷମତା ପ୍ରଦର୍ଶିତ କରିବାକୁ ହେବ ଓ ଭାରତରେ ସେମାନଙ୍କର ନିଜସ୍ୱ ବିନିର୍ମାଣ ସୁବିଧା ଥିବା ଆବଶ୍ୟକ. ନୋଟିଫିକେସନ୍ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
  • ଇଏମଡି ଛାଡ଼: ଡିପିଆଇଆଇଟି ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ଗୁଡ଼ିକୁ ସରକାରୀ ଟେଣ୍ଡର୍ ଗୁଡ଼ିକ ପୂରଣ କରିବା ସମୟରେ ଅର୍ନେଷ୍ଟ ମନି ଡିପୋଜିଟ୍ (ଇଏମଡି) କିମ୍ବା ବିଡ୍ ସିକ୍ୟୁରିଟି ଦାଖଲ କରିବାରୁ ଛାଡ଼ ଦିଆଯାଇଛି. ନୋଟିଫିକେସନ୍ ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ
3 C. ଯୋଗ୍ୟତା

Startups need to be recognized under Department for Promotion of Industry & Internal Trade. Click Here To Learn More

5 E. ଅଭିଯୋଗ ର ସୁଧାର

କୌଣସି ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣ ଆବଶ୍ୟକ ହେଲେ, ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ contact us page.

Useful Links

ଷ୍ଟାର୍ଟଅପ୍ ଇଣ୍ଡିଆ ସ୍କିମ୍ ଓ ଡିପିଆଇଆଇଟି ମାନ୍ୟତା ବିଷୟରେ ନବୀନତମ ସୂଚନା ଏଠାରେ ପ୍ରାପ୍ତ କରନ୍ତୁ