ଭାଗୀଦାରୀତା ସେବା

ଷ୍ଟାର୍ଟଅପ୍ ଇଣ୍ଡିଆ ଆପଣଙ୍କ ଷ୍ଟାର୍ଟଅପ୍ ପାଇଁ ମାଗଣା ସେବା ଯୋଗାଇବା ଏବଂ ଆପଣଙ୍କ ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ନିଗମ ଓ ସଂଗଠନ ଗୁଡ଼ିକ ସହିତ ଭାଗିଦାରୀତା କରିଛି. ଏହି ସେବାଗୁଡ଼ିକୁ ବିଭିନ୍ନ ଶ୍ରେଣୀରେ ବିଭାଜିତ କରାଯାଇଛି ଯଥା ମ୍ୟାନେଜମେଣ୍ଟ ଏଣ୍ଟରପ୍ରାଇଜ୍, କ୍ଲାଉଡ୍ କ୍ରେଡିଟ୍ ଏବଂ ଆହୁରି ଅନେକ. ପ୍ରୋ-ବୋନୋ ସେବା ବିନା ଶୁଳ୍କରେ ଆପଣଙ୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥାଏ.

ପ୍ରୋବୋନୋ ପ୍ରଦାନ କରୁଥିବା ସେବା

ଭାଗୀଦାର ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନାର ସଠିକତା ଓ ବୈଧତା ସତ୍ୟାପିତ କରିବା ଏବଂ କୌଣସି ପ୍ରଯୁଜ୍ୟ ଆଇନ ଓ ନିୟମାବଳୀ ପାଳନ କରିବା ପାଇଁ ସଂପୂର୍ଣ୍ଣ ଭାବେ ଦାୟୀ ରହିବେ.

23
ପ୍ରୋବୋନୋ ପାର୍ଟନର୍ ଗୁଡ଼ିକର ସଂଖ୍ୟା
4500 +
ପ୍ରୋ ବୋନୋ ଲାଭ ଦିଆଯାଇଥିବା ଷ୍ଟାର୍ଟଅପ୍ ଗୁଡ଼ିକର ସଂଖ୍ୟା
$ 5.8 M
ପ୍ରଦାନ କରାଯାଇଥିବା ଲାଭଗୁଡ଼ିକର ମୂଲ୍ୟ

ଟେଷ୍ଟିମୋନିଆଲ୍

ଦେଶରେ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ଭାରତ ସରକାରଙ୍କର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ. ଷ୍ଟାର୍ଟଅପ୍ ଇଣ୍ଡିଆ ଦଳ ଦ୍ୱାରା ଆରମ୍ଭ କରାଯାଉଥିବା ବିଭିନ୍ନ ପ୍ରକାରର ପଦକ୍ଷେପ ଏବଂ କାର୍ଯ୍ୟକ୍ରମକୁ ଦେଖି ଖୁବ୍‍ ଖୁସି ଲାଗୁଛି. ଫ୍ରେଶୱାର୍କସ୍‍ ମାଗଣା ଉତ୍ପାଦ ଋଣ, ସମ୍ବଳ ଓ ମାର୍ଗଦର୍ଶନ ସହିତ ''ଷ୍ଟାର୍ଟଅପ୍ ଇଣ୍ଡିଆ'' ପଦକ୍ଷେପର ଅଂଶ ହୋଇଥିବା ଅନେକ ଷ୍ଟାର୍ଟଅପ୍ କୁ ସହାୟତା ପ୍ରଦାନ କରି ଖୁସି ଓ ଗର୍ବିତ. ଆମେ ପ୍ରକୃତରେ ଆଶା କରୁଛୁ ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ନିଜର ଚମତ୍କାର କାର୍ଯ୍ୟ ଜାରି ରଖୁ ଏବଂ ଭାରତର ଆଗାମୀ ପିଢ଼ିକୁ ଚମତ୍କାର ଉଦ୍ୟୋଗୀ ହେବାରେ ସାହାଯ୍ୟ କରୁ.
ନିବାସ ରବିଚନ୍ଦ୍ରନ
ଲିଡ୍ - ଷ୍ଟାର୍ଟଅପ୍ ପ୍ରୋଗ୍ରାମ୍ | ଫ୍ରେଶୱାର୍କସ
Get in Touch

ଆମ ସହ ଭାଗୀଦାର ହେବାକୁ ଚାହୁଁଛନ୍ତି କି?

ଦୟାକରି ଏହା ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ ଆମ ସହ ଯୋଗାଯୋଗ କରନ୍ତୁ ପୃଷ୍ଠା.

ପୂର୍ବ ଅପଡେଟ୍: