ଷ୍ଟାର୍ଟଅପ୍ ଇଣ୍ଡିଆ ବିଷୟରେ

ଷ୍ଟାର୍ଟଅପ୍ ଇଣ୍ଡିଆ, ଭାରତ ସରକାରଙ୍କ ଏକ ମହତ୍ତ୍ଵପୂର୍ଣ୍ଣ ଅଭିଯାନ ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ନୂତନ ପଦ୍ଧତି ଏବଂ ଔଦ୍ୟୋଗିକତା ପାଇଁ ଏକ ଶକ୍ତିଶାଳୀ ଓ ସମ୍ମିଳିତ ଇକୋସିଷ୍ଟମର ନିର୍ମାଣ କରିବା.

ପଞ୍ଜିକରଣ କରନ୍ତୁ

ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ କ'ଣ ଅଟେ?

16 ଜାନୁୟାରୀ, 2016 ରେ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ନୂତନ ଅଭିଯାନ ଜରିଆରେ ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରି ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌ର ନିର୍ମାଣ କରାଯିବା ସହ ଭାରତକୁ ଏକ କର୍ମସଂସ୍ଥାନ ମାଗୁଥିବା ଦେଶ ନୁହେଁ ବରଂ ଏକ କର୍ମସଂସ୍ଥାନ ଯୋଗାଣକାରୀ ଦେଶ ଭାବରେ ପରିଗଣିତ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଛି.. ଏହି କାର୍ଯ୍ୟକ୍ରମଗୁଡ଼ିକ ଏକ ସମର୍ପିତ ଷ୍ଟାର୍ଟଅପ୍ ଇଣ୍ଡିଆ ଟିମ୍ ଦ୍ଵାରା ପ୍ରବନ୍ଧନ କରାଯାଇଥାଏ, ଯାହାକି ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) କୁ ରିପୋର୍ଟ କରିଥାଏ

 

ଷ୍ଟାର୍ଟଅପ୍ ଇଣ୍ଡିଆର କାର୍ଯ୍ୟକ୍ରମଗୁଡ଼ିକର ବିସ୍ତୃତ ରୂପରେଖା ନିମ୍ନରେ ପ୍ରଦତ୍ତ ଆକ୍ସନ୍ ପ୍ଲାନ୍ ମଧ୍ୟରେ ଉଲ୍ଲିଖିତ.

 

ଷ୍ଟାର୍ଟଅପ୍ ପାଇଁ ପ୍ରମୁଖ ସହାୟକ ସ୍ତମ୍ଭ

ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ

0

ସରଳୀକରଣ ଏବଂ ସହାୟତା

Easier compliance, regulatory and patent support, market access and funding support, and a web portal for Startups to network and access tools to succeed.

0

ପାଣ୍ଠିଯୋଗାଣ ଓ ପ୍ରୋତ୍ସାହନ

Exemptions on Income Tax and Capital Gains Tax for eligible startups; Seed Fund, Fund of Funds, investor connect portal, and a credit guarantee scheme to infuse more capital into the startup ecosystem.

0

ଇନକ୍ୟୁବେସନ୍ ଏବଂ ଇଣ୍ଡଷ୍ଟ୍ରି-ଆକାଡେମିଆ ପାର୍ଟନରଶିପ୍

Incubators and innovation labs, MAARG mentorship connect, events, competitions, and grants to help your Startup grow.