ଆପଣଙ୍କ ଆଇଡିଆ ପ୍ରସ୍ତୁତ କରନ୍ତୁ!
ଷ୍ଟାର୍ଟଅପ୍ ଇଣ୍ଡିଆ ଯାତ୍ରା ହେଉଛି ଏକ ପ୍ଲାଟଫର୍ମ ଯାହାର ଲକ୍ଷ୍ୟ ହେଉଛି ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଷ୍ଟାର୍ଟଅପ୍ ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବା. ଉଦ୍ୟୋଗୀ ମାନଙ୍କ ପାଖରେ ବିଚାର ରୁ ଉଦ୍ୟୋଗ ପର୍ଯ୍ୟନ୍ତ ନିଜର ଯାତ୍ରା ରେ ସଫଳ ହେବା ପାଇଁ ଇନକ୍ୟୁବେଟ୍ ହେବାର ସୁଯୋଗ ରହିବ. ଷ୍ଟାର୍ଟଅପ୍ ଇଣ୍ଡିଆ ଯାତ୍ରା ଦେଶର ପ୍ରତ୍ୟେକ ଜିଲ୍ଲାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି.
ଏହି ପଦକ୍ଷେପର ଏକ ଅଂଶ ଭାବରେ, ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ମୋବାଇଲ୍ ଭ୍ୟାନ୍ ଆରମ୍ଭ କରୁଛୁ, ଯାହାକି ରାଜ୍ୟ ସାରା ଯାତ୍ରା କରିବ ଏବଂ ଆପଣଙ୍କ ସମସ୍ତ ବିଚାରକୁ ରେକର୍ଡ କରିବ. ଶ୍ରୋଫାଇଲ୍ ହେଉଛି ଆମର ଟେକ୍ନୋଲୋଜି ପାର୍ଟନର, ଏବଂ ଏହି ଆପ୍ ର ଉପଯୋଗ ବିଚାର ରେକର୍ଡ କରିବା ପାଇଁ କରାଯିବ.
ଏଠାରେ ଏହି ଭିଡିଓ ଷ୍ଟାର୍ଟଅପ୍ ଇଣ୍ଡିଆ ଟିମ୍ ସହ ଆପଣଙ୍କ ବିଚାର ରେକର୍ଡିଙ୍ଗ ଓ ସେୟାର କରିବାର ପ୍ରକ୍ରିୟାକୁ ବ୍ୟାଖ୍ୟା କରିଥାଏ, ଆପଣଙ୍କ ବିଚାର ଗୁଡ଼ିକୁ ଅଧିକ ମୂଲ୍ୟାଙ୍କନ କରାଯିବ ଓ ସେହି ଅନୁସାରେ ପୁରସ୍କୃତ କରାଯିବ. ଏହି ପଦକ୍ଷେପ ମାଧ୍ୟମରେ ଭାରତର ଆଗାମୀ ଜେନ୍ ଉଦ୍ୟୋଗୀମାନଙ୍କୁ ଖୋଜିବା ପାଇଁ ଆମେ ଅତ୍ୟନ୍ତ ଆଶାବାଦୀ ଅଟୁ ଏବଂ ଆପଣଙ୍କୁ ସର୍ବୋତ୍ତମ ଭାଗ୍ୟ ପାଇଁ ଶୁଭକାମନା ଦେଉଛୁ.
ପ୍ରଦର୍ଶିତ କରିବା ପାଇଁ ଅନ୍ୟ କୌଣସି ପରିଣାମ ନାହିଁ