
Insta C.A. is a cloud tax and accounting platform for SMEs and startups. We offer the expertise of Chartered Accountants with the efficiency of modern technology. Our team of in-house qualified subject matter experts helps us to ensure the highest quality in our services.
ଆମେ ଜି.ଏସ୍.ଟି., ଟି.ଡି.ଏସ୍./ଟି.ସି.ଏସ୍. ଏବଂ ଆୟକର ରିଟର୍ନ ଫାଇଲିଂ, ଷ୍ଟାର୍ଟ-ଅପ୍ ସେବା ଭଳି ସମ୍ପୂର୍ଣ୍ଣ ବ୍ୟବସାୟ ଆକାଉଣ୍ଟିଂ ଅନୁପାଳନ ପ୍ରବନ୍ଧନ ସଂକ୍ରାନ୍ତୀୟ ମାସିକ ଉପଭୋକ୍ତା ସେବା ବା ମାସିକ ସଦସ୍ୟତା ପ୍ରଦାନ କରୁ - ଏହା ମଧ୍ୟରେ କମ୍ପାନୀ ନିଗମୀକରଣ, ବୁକ୍ କିପିଂ/ଆକାଉଣ୍ଟିଂ ସେବା, ଅନୁପାଳନ ଓ ତତସମ୍ପର୍କିତ ସେବା ଅନ୍ତର୍ଭୁକ୍ତ
___________________________________________________________________________________
ପ୍ରଦତ୍ତ ସେବାଗୁଡ଼ିକ
The following are the legal services we provide to all Startup India Hub Users:
ଜି.ଏସ୍.ଟି. - ପଞ୍ଜୀକରଣ (କେବଳ 1 ଥର ପାଇଁ)
1ଜି.ଏସ୍.ଟି. ରିଟର୍ନ ଫାଇଲିଂ 1 ମାସ ପାଇଁ
2company incorporation consultation
3ଜି.ଏସ୍.ଟି. ପାଇଁ ପ୍ରସ୍ତୁତ ହେବା - ପରାମର୍ଶ ସେବା
4ଟି.ଡି.ଏସ୍. ଦେୟତାର ହିସାବ ଏବଂ ଟି.ଡି.ଏସ୍. ପରାମର୍ଶ ସେବା
5Consultancy regarding Trademark application
6
