ଷ୍ଟାର୍ଟଅପ ଇକୋସିଷ୍ଟମ୍

ଗୋଟିଏ ସ୍ଥାନରେ (ବାସ୍ତବିକ ଏବଂ/କିମ୍ବା ଭର୍ଚୁଆଲ୍) ଉଦ୍ୟୋଗୀମାନେ, ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ସହଯୋଗକାରୀ, ଆର୍ଥିକ ସହାୟତାକାରୀ, ଗବେଷଣା ଏବଂ ନଲେଜ୍ ହବ୍ ଗୁଡ଼ିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସୃଷ୍ଟି କରନ୍ତି.
ଷ୍ଟାର୍ଟଅପ୍:
|
ଷ୍ଟାର୍ଟଅପ୍: ଗୋଟିଏ ଷ୍ଟାର୍ଟଅପ୍ ଏକ ଏକଦମ୍ ନୂତନ ଉଦ୍ୟମଶୀଳ ଉପକ୍ରମ କିମ୍ବା କମ୍ପାନୀ ଯାହାର ଲକ୍ଷ୍ୟ ଏକ ନୂତନ ଉତ୍ପାଦ, ପ୍ରକ୍ରିୟା କିମ୍ବା ସେବା ବିକାଶ କିମ୍ବା ପ୍ରଦାନ କରି ବଜାର ଆବଶ୍ୟକତାକୁ ପୂରଣ କରିବା. |
ସହଯୋଗକାରୀ ସଂଗଠନଗୁଡ଼ିକ:
|
ଇନକ୍ୟୁବେଟର୍: An incubator is an organisation in a technology/management school or an independent setup that helps early stage startups launch their business and grow by providing services such as work space, management training, captive mentor pool, access to technological services etc. |
|
ଆକ୍ସିଲରେଟର୍: An accelerator is an organisation, either an independent organisation or a corporate program that supports early-stage companies through intense immersive education, mentorship, and financing. Startups enter accelerators for fixed time periods and graduate as established, robust companies which are ready to scale. Its objective is to accelerate the growth of the portfolio batch startups in a short period of time. |
|
ମେଣ୍ଟର୍: ମାର୍ଗଦର୍ଶକମାନେ (ଅନୁଭବି ବ୍ୟକ୍ତିବିଶେଷ ବିଶେଷକରି ସେହି ସମାନ ଶିଳ୍ପରୁ) କମ୍ ଅଭିଜ୍ଞତା ସମ୍ପନ୍ନ ଷ୍ଟାର୍ଟଅପ୍ ଗୁଡ଼ିକୁ ଉତ୍ତମ ଅଭ୍ୟାସ, ପରିଚାଳନା ସାଧନ, ଶିଳ୍ପ ସଂଯୁକ୍ତି ଇତ୍ୟାଦିରେ ମାର୍ଗଦର୍ଶନ କରାଇଥାଆନ୍ତି. |
ଆର୍ଥିକ ସହାୟତା ପ୍ରଦାନକାରୀ ସଂଗଠନଗୁଡ଼ିକ:
|
ଆଞ୍ଜେଲ ନିବେଶକ: ଏସବୁ ସିଡ୍ ବା ଆଦ୍ୟ ପର୍ଯ୍ୟାୟ ନିବେଶକମାନେ ମୁଖ୍ୟତଃ ଖୁବ୍ କମ୍ ପରିମାଣର ଅର୍ଥ ଖଟାଇ ଥାଆନ୍ତି କାରଣ କଳ୍ପିତ ବିପଦ ଖୁବ୍ ଅଧିକ. ସେମାନେ ସାଧାରଣତଃ ସମୃଦ୍ଧ କିମ୍ବା ଉଚ୍ଚ ସମ୍ପତ୍ତି ବିଶିଷ୍ଟ ବ୍ୟକ୍ତିବିଶେଷ. |
|
ଭେଞ୍ଚର କ୍ୟାପିଟାଲିଷ୍ଟ/ପ୍ରାଇଭେଟ୍ ଇକ୍ୟୁଟି: ଏସବୁ କମ୍ପାନୀଗୁଡ଼ିକ ସାଧାରଣତଃ ଗୋଟିଏ କମ୍ପାନୀର ଜୀବନଚକ୍ରର ବୃଦ୍ଧି ଏବଂ ବିଳମ୍ବିତ ପର୍ଯ୍ୟାୟରେ ନିବେଶ କରିଥାନ୍ତି. ଯେହେତୁ ସେଗୁଡ଼ିକ ଫାର୍ମ/ ପେଶାଦାର ନିବେଶକ ସେମାନେ ମଧ୍ୟ ଆଇନଗତ, ହିସାବ ଏବଂ ନେଟ୍ଓ୍ୱାର୍କିଂ ସହଯୋଗ ପାଇବାର ସୁବିଧା ଯୋଗାଇଥାନ୍ତି. |
ଜ୍ଞାନ:
|
ଉତ୍ସଗୁଡିକ ଏବଂ ସାଧନ: Organisations such as research institutes and universities help startups familiarise themselves with business terminology, gain industry insights, learn to develop business plans and pitch to investors, strengthen their legal and financial knowledge, etc. |







