rbl bank

rbl & startup india partnership

rbl bank is one of india’s fastest growing private sector banks, which offers specialized services under six business verticals namely: corporate & institutional banking, commercial banking, branch & business banking, agribusiness banking, development banking & financial inclusion, treasury and financial markets operations. it currently services over 3.54 million customers through a network of 246 branches and 393 atms spread across 20 indian states and union territories.

 

ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ (ଆଇ.ଏସ୍.ସି.)

ଆର୍.ବି.ଏଲ୍.ରେ ଷ୍ଟାର୍ଟ-ଅପ୍ ତଥା ଉଦୀୟମାନ ଉଦ୍ୟୋଗଗୁଡ଼ିକ ନିମନ୍ତେ ଆମ ନିକଟରେ ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ ନାମକ ଏକ ସମର୍ପିତ ଯାଚନା ରହିଛି, ଯେଉଁଠାରେ ଆମେ ନୂଆ ପିଢ଼ିର ଷ୍ଟାର୍ଟ-ଅପ୍ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ. ଆମର ପ୍ରୟାସ ହେଉଛି ପ୍ରତ୍ୟେକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପ୍ରାନ୍ତରୁ ପ୍ରାନ୍ତ ବ୍ୟାଙ୍କିଙ୍ଗ୍ ସମାଧାନ ତଥା ଏକ ଆଧୁନିକ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବା.

 

ଇଣ୍ଡିଆ ଷ୍ଟାର୍ଟ-ଅପ୍ କ୍ଲବ୍ ସୁବିଧାଜନକ ଓ ସରଳ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଥାଏ, ଯାହା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟକୁ ବାଧାରହିତ ଭାବେ ଆରମ୍ଭ ଓ ପରିଚାଳନା କରିବାରେ ସକ୍ଷମ କରିଥାଏ. ଏକ ସମର୍ପିତ ଗ୍ରାହକ ଅଭିଜ୍ଞତା ନମ୍ବର ଏବଂ ଇମେଲ୍ ଆଇଡିରୁ ଆରମ୍ଭ କରି 24*7 ସେବା ପର୍ଯ୍ୟନ୍ତ ତଥା ଏକ ବ୍ୟାପକ ଏ.ଟି.ଏମ୍. ନେଟୱର୍କ ସହିତ, ଆଇ.ଏସ୍.ସି.ରେ ଆମେ ଆପଣଙ୍କୁ ସବୁଠାରେ ବ୍ୟାଙ୍କ ସେବା ହାସଲ କରିବାର ସାମର୍ଥ୍ୟ ପ୍ରଦାନ କରୁ!

 

ଅଧିକନ୍ତୁ, ଷ୍ଟାର୍ଟଅପ୍ ଗୁଡ଼ିକୁ ସେମାନଙ୍କର ଆର୍ଥିକ ନେଣଦେଣକୁ ସ୍ୱୟଂଚାଳିତ କରିବା ଏବଂ ଦ୍ରୁତ ପରିଶୋଧ ଓ ସଂଗ୍ରହକୁ ସୁବିଧାଜନକ କରିବା ପାଇଁ ଆର୍.ବି.ଏଲ୍.ରେ ଆମେ ଏ.ପି.ଆଇ. ପ୍ଲାଟଫର୍ମ ଯୋଗାଇଥାଉ.

ପ୍ରଦତ୍ତ ସେବାଗୁଡ଼ିକ

  • 1କେବଳ ଡି.ପି.ଆଇ.ଆଇ.ଟି. ପ୍ରମାଣିତ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ମୂଲ୍ୟ ସମ୍ବର୍ଦ୍ଧିତ ସେବା ସମେତ ବ୍ୟାଙ୍କିଙ୍ଗ୍ ଓ ପରିଶୋଧ ସେବା, ଖାତା ଖୋଲାଯିବା ତାରିଖରୁ ପ୍ରଥମ 12 ମାସ** ପାଇଁ ଅଣ ରକ୍ଷଣାବେକ୍ଷଣ ଶୁଳ୍କ (ଏନ୍.ଏମ୍.ସି.) ଛାଡ଼ ସହିତ ଫରେକ୍ସ ସେବା.
  • 2ଅବଶିଷ୍ଟ ବର୍ଗ ପାଇଁ ଖାତା ଖୋଲାଯିବା ତାରିଖରୁ ପ୍ରଥମ 6 ମାସ** ପାଇଁ ଅଣ ରକ୍ଷଣାବେକ୍ଷଣ ଶୁଳ୍କ (ଏନ୍.ଏମ୍.ସି.) ଛାଡ଼. ଏକ ବର୍ଷ ପରେ 20,000 ହାରାହାରି ମାସିକ ବଳକା* ସହିତ ଷ୍ଟାର୍ଟଅପ୍ ଖାତା
  • 3one dedicated relationship manager.
  • 4ସାରା ଭାରତରେ ଯେକୌଣସି ଏ.ଟି.ଏମ୍.ରୁ ଇଣ୍ଡିଆ ଷ୍ଟାର୍ଟଅପ୍ କ୍ଲବ୍ ଡେବିଟ୍ କାର୍ଡରୁ ଅସୀମିତ ନଗଦ ଉଠାଣ
  • 5ଡିଜିଟାଲ୍ ପରିଶୋଧ ସମାଧାନ ସ୍ଥାପନ ଉପରେ ମାଗଣା ପରାମର୍ଶ ସେବା
  • 6ଘରୋଇ କିମ୍ବା ଏଫ୍.ଡି.ଆଇ. ମାର୍ଗ ମାଧ୍ୟମରେ ପାଣ୍ଠିଯୋଗାଣର ପ୍ରବନ୍ଧନ ସହିତ ମାଗଣା ସହାୟତା ଓ ମାର୍ଗଦର୍ଶନ
  • 7ସାଲାରୀ ଆକାଉଣ୍ଟ ଜିରୋ ବାଲାନ୍ସ - କର୍ମଚାରୀଙ୍କ ପାଇଁ କୌଣସି ସର୍ବନିମ୍ନ ମାନଦଣ୍ଡ ନ ଥାଇ ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ କର୍ପୋରେଟ୍ ବେତନ ଖାତା
To Avail offerings, apply here

ଆମ ସହ ଯୋଗାଯୋଗ କରନ୍ତୁ