myoperator is a cloud-based call management system that provides solutions such as ivr, virtual number, toll-free number, cloud epabx, automatic call distribution, call tracking & recording, reports etc. for business'.
________________________________________________________________________________________________
ପ୍ରଦତ୍ତ ସେବାଗୁଡ଼ିକ
ସମସ୍ତ ଷ୍ଟାର୍ଟଅପ୍ ଇଣ୍ଡିଆ ହବ୍ ଉପଯୋଗକର୍ତ୍ତାଙ୍କ ପାଇଁ:
4800 ମିନିଟ୍/ମାସ
16 ଉପଯୋଗକର୍ତ୍ତା
26 ବିଭାଗ
3ମାସିକ ପ୍ରତ୍ୟେକ 1000 ଗୋଟି ପ୍ରଚାରମୂଳକ ଏବଂ ନେଣଦେଣ ଏସ୍.ଏମ୍.ଏସ୍
4
ଶିଳ୍ପ ନୀତି ଏବଂ ପ୍ରସାର ବିଭାଗ (ଡି.ଆଇ.ପି.ପି.) ଦ୍ୱାରା ଟିକସ ଛାଡ଼ ପାଇଥିବା ସମସ୍ତ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ:
7800 ମିନିଟ୍/ମାସ
120 ଉପଯୋଗକର୍ତ୍ତା
210 ବିଭାଗ
3ମାସିକ ପ୍ରତ୍ୟେକ 3000 ଗୋଟି ପ୍ରଚାରମୂଳକ ଏବଂ ନେଣଦେଣ ଏସ୍.ଏମ୍.ଏସ୍
4
