▲
'ଷ୍ଟାର୍ଟଅପ୍ ଇଣ୍ଡିଆ ଲର୍ଣ୍ଣିଂ ପ୍ରୋଗ୍ରାମ' ହେଉଛି ଏକ ମାଗଣା ଅନ୍ଲାଇନ୍ ଉଦ୍ୟୋଗୀ କାର୍ଯ୍ୟକ୍ରମ ଯାହାକି ଭାରତ ସରକାରଙ୍କ ନେତୃତ୍ୱରେ 'ଷ୍ଟାର୍ଟଅପ୍ ଇଣ୍ଡିଆ' ଦ୍ୱାରା ପରିଚାଳିତ. ଏହି ପ୍ରୋଗ୍ରାମ୍ ଅପଗ୍ରେଡ୍ ସହଯୋଗରେ ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ବିକଶିତ ହୋଇଛି. ଏହାର ଲକ୍ଷ୍ୟ ହେଉଛି ଗଠନମୂଳକ ଶିକ୍ଷଣ ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଧାରଣା ଏବଂ ଉଦ୍ୟମକୁ ପରବର୍ତ୍ତୀ ସ୍ତରକୁ ନେବାରେ ସାହାଯ୍ୟ କରିବା. ଏହି କାର୍ଯ୍ୟକ୍ରମରେ ଭାରତର 40+ ଶୀର୍ଷ ସଂସ୍ଥାପକମାନଙ୍କ ଦ୍ୱାରା ଏକ 4- ସପ୍ତାହ କାର୍ଯ୍ୟକ୍ରମରେ ଆରମ୍ଭ କରାଯିବାର ମୁଖ୍ୟ ଶିକ୍ଷଣୀୟ ବିଷୟ ରହିଛି.
ଭାରତର ବିଭିନ୍ନ କ୍ଷେତ୍ରରେ ଥିବା ଶ୍ରେଷ୍ଠ ଉଦ୍ୟୋଗୀମାନଙ୍କ ଠାରୁ ସେମାନଙ୍କର ସଫଳତା ଏବଂ ବିଫଳତା ବିଷୟରେ ଜାଣନ୍ତୁ
ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଇନଭେଷ୍ଟ ଇଣ୍ଡିଆରୁ ଅଫିସିଆଲ୍ ସାର୍ଟିଫିକେଟ୍ ପାଆନ୍ତୁ
ଆପଣଙ୍କର ଶିକ୍ଷାର ମାଧ୍ୟମ ଭାବରେ ହିନ୍ଦୀ କିମ୍ବା ଇଂରାଜୀ ବାଛନ୍ତୁ
interact with fellow entrepreneurs in an interactive discussion forum
get step by step insights in creating a business plan for your venture
identify your idea and assess it with respect to your potential customers and the market environment
ନିଜର କମ୍ପାନୀ ପାଇଁ ସହିତ ଆଇନ୍ ଗତ ଆଧାର କୁ ପରିଭାଷିତ କରନ୍ତୁ ଓ କମ୍ପାନୀ ପଞ୍ଜୀକରଣ, ଅଭିଯୋଗ, ପେଟେଣ୍ଟ ଇତ୍ୟାଦି ଭଳି ମୂଳ ସିଦ୍ଧାନ୍ତ ଗୁଡ଼ିକୁ ଏକ୍ସପ୍ଲୋର କରନ୍ତୁ.
ଅର୍ଥ ବିଭାଗ ଓ ଲେଖାଙ୍କନ ର ମୂଳ ସିଦ୍ଧାନ୍ତ ଗୁଡ଼ିକୁ ବୁଝନ୍ତୁ ଯେଉଁଥିରେ ଆର୍ଥିକ ବିବରଣୀ, ବ୍ରେକ୍ ବିଶ୍ଳେଷଣ ଇତ୍ୟାଦି ସାମିଲ ଥିବ.
learn how to build an effective business plan for your venture
କମ୍ପାନୀ ର ମୂଲ୍ୟାଙ୍କନ, ପୁଞ୍ଜି ଏକତ୍ର କରିବା, ଅନ୍ୟାନ୍ୟ କଥା ଉପରେ ଇକ୍ୟୁଇଟୀ ଦୁର୍ବଳ ପଡିବା କ୍ଷେତ୍ରରେ ନିବେଶକଙ୍କର ମାନସିକତାକୁ ବୁଝନ୍ତୁ
learn how to pitch your company to investors and identify the key focus areas in term sheets
concepts and frameworks from eminent faculty and industry participants

"ଯେତେବେଳେ ଷ୍ଟାର୍ଟଅପ୍ ର ସଫଳତା ର କାହାଣୀ ଦୁର୍ଲଭ ଥିଲା, ସେତେବେଳେ ମୁଁ ନିଜର ଉଦ୍ୟୋଗ ଉପକ୍ରମ ର ଯାତ୍ରା ଅନେକ ବର୍ଷ ପୂର୍ବରୁ ଆରମ୍ଭ କରିଥିଲି. ଆଜି ଆମେ ନିଜର ଦେଶ ର ଆର୍ଥିକ ଓ ବ୍ୟବସାୟିକ ଇତିହାସ ରେ କିଛି ବିଶେଷ, ଅସାଧାରଣ ଯୁଗ ର ଅନୁଭବ କରୁଛନ୍ତି. ଏକ ଉଦ୍ୟୋଗୀ ଭାବନା ଯାହାର ନାମ ଫ୍ଲିପକାର୍ଟ, ସ୍ନାପଡିଲ ଓ ଜୁମାଟୋ ର ସଫଳତା ର କାହାଣୀ ଗୁଡ଼ିକ ନାମରେ ରଖାଯାଇଥିଲା, କିନ୍ତୁ କିଛି ଏହିଭଳି ଦେଶ ରେ କରି ଦେଖାଇଛନ୍ତି ଯାହାକି ପୂର୍ବରୁ କେବେହେଲେ ହୋଇନଥିଲା. ଏହି ଉଦ୍ୟୋଗ ଉପକ୍ରମ ର ଭାବନାକୁ ବଢାଇବାରେ ସହାୟତା କରିବା ପାଇଁ ଆମେ ଭାରତ ସରକାରଙ୍କ ଦ୍ଵାରା ଷ୍ଟାର୍ଟଅପ୍ ଇଣ୍ଡିଆ ପ୍ରଚେଷ୍ଟା ପାଇଁ ଭାରତ ସରକାରଙ୍କ ସହିତ ଚୁକ୍ତି କରୁଛୁ ଓ ଉଦ୍ୟୋଗ ଉପକ୍ରମ ରେ ଏକ ନିଃଶୁଳ୍କ କାର୍ଯ୍ୟକ୍ରମ କୁ ଆରମ୍ଭ କରିଛୁ ଯାହାକୁ ଷ୍ଟାର୍ଟଅପ୍ ଇଣ୍ଡିଆ ଶିକ୍ଷା କାର୍ଯ୍ୟକ୍ରମ କୁହାଯାଏ."
ପ୍ରୋଗ୍ରାମ୍ ପାଇଁ ଏକ ଆକାଉଣ୍ଟ ତିଆରି କରିବାକୁ ଦୟାକରି "ଇଂରାଜୀ ପ୍ରୋଗ୍ରାମ୍" କିମ୍ବା "ହିନ୍ଦୀ ପ୍ରୋଗ୍ରାମ୍" ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କର ବିବରଣୀ (ନାମ, ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର) ଭରି ନିଜକୁ ପଞ୍ଜିକରଣ କରନ୍ତୁ. ଏକ ପାସୱାର୍ଡ ଚୟନ କରନ୍ତୁ ଏବଂ ଏକ ଆକାଉଣ୍ଟ ତିଆରି କରିବାକୁ ସାଇନ୍ ଅପ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ.
ଯଦି ଆପଣ ନିଜର ପାସୱାର୍ଡ଼ ହଜେଇ ଦିଅନ୍ତି, ତେବେ "ପାସୱାର୍ଡ଼ ଭୁଲିଯାଇଛି" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. ଆପଣଙ୍କର ପଞ୍ଜୀକୃତ ଇମେଲ୍ ଠିକଣା ପ୍ରଦାନ କରନ୍ତୁ ଓ "ଓଟିପି ପ୍ରାପ୍ତ କରନ୍ତୁ" ଉପରେ କ୍ଲିକ୍ କରନ୍ତୁ. ଏକ ନୂଆ ପାସୱାର୍ଡ଼ ପ୍ରସ୍ତୁତ କିଭଳି କରିବେ ତାହା ଉପରେ ଅନୁଦେଶ ସହିତ ଆପଣଙ୍କର ପଞ୍ଜୀକୃତ ଇମେଲ୍ ଠିକଣାରେ ୱାନ ଟାଇମ୍ ଓଟିପି କୁ ପ୍ରାପ୍ତ କରିବେ.
ଏହି ପ୍ଲାଟଫର୍ମ କୁ ବ୍ୟବହାର କରିବା ପାଇଁ, ଦୟାକରି ନ୍ୟୁନତମ ବେଗ 2 ଏମବିପିଏସ ସହିତ ଏକ ବିଶ୍ଵାସନୀୟ ଇଣ୍ଟର୍ନେଟ କନେକ୍ସନ ଥିବାକୁ ସୁନିଶ୍ଚିତ କରନ୍ତୁ.
ଏହି ପ୍ଲାଟଫର୍ମ ୱିଣ୍ଡୋଜ୍ ଏକ୍ସପି କିମ୍ବା ଏହାଠାରୁ ଅଧିକ ଇନଷ୍ଟଲ୍ କରାଯାଇଥିବା ସିଷ୍ଟମରେ ଭଲ ଭାବରେ କାମ କରେ. ମାକ୍ ଉପଭୋକ୍ତାଙ୍କ ପାଇଁ, ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର ସଦ୍ୟତମ ଅପଡେଟ୍ ସହିତ ଓଏସ X 10.9 କିମ୍ବା ଏହା ଠାରୁ ଅଧିକ ରହିଛି. ପ୍ଲାଟଫର୍ମ ରେ ସର୍ବନିମ୍ନ 976px ବ୍ୟାପକ ସ୍କ୍ରିନ୍ ଆକାରର ଆବଶ୍ୟକ, କିନ୍ତୁ ଆମେ 1024px କିମ୍ବା ଅଧିକ ବ୍ୟବହାର କରିବାକୁ ପରାମର୍ଶ ଦେଉଛୁ. ମୋବାଇଲ୍ ବ୍ରାଉଜର୍ ସପୋର୍ଟେଡ୍ ନୁହେଁ. ତଥାପି, ଯଦି ଆପଣ ମୋବାଇଲ୍ ରେ ପ୍ରୋଗ୍ରାମ୍ ଆକ୍ସେସ୍ କରିବାକୁ ଚାହୁଁ ଥାଆନ୍ତି, ତେବେ ଦୟାକରି ଆପ୍ ଡାଉନଲୋଡ୍ କରନ୍ତୁ ପ୍ଲେ ଷ୍ଟୋର.
ଆପଣଙ୍କ ଡିଭାଇସରେ କୌଣସି ଅତିରିକ୍ତ ସଫ୍ଟୱାୟାର ଇନଷ୍ଟଲ କରିବାର ଆବଶ୍ୟକତା ନାହିଁ. କେବଳ ନିଜର ଆକାଉଣ୍ଟରେ ଲଗଇନ୍ କରନ୍ତୁ ଓ ଶିଖିବା ଆରମ୍ଭ କରନ୍ତୁ. କିନ୍ତୁ ସମ୍ପୂର୍ଣ୍ଣ ଅଭିଜ୍ଞତା ପାଇବା ପାଇଁ ଆପଣଙ୍କୁ ଗୁଗୁଲ୍ କ୍ରୋମର ସର୍ବଶେଷ ସଂସ୍କରଣ ବ୍ୟବହାର କରିବାକୁ ହେବ.
ଏଠାରେ କିଛି କଥା ଦିଆଯାଇଛି ଯାହାକି ଆପଣ କରିପାରିବେ:
1. ଆପଣଙ୍କର ବ୍ରାଉଜର୍ କୁ ରିଫ୍ରେଶ କରନ୍ତୁ.
2. ଆପଣଙ୍କର ଇଣ୍ଟରନେଟ କନେକ୍ସନ ଓ ଏହାର ବେଗ କୁ ଚେକ୍ କରନ୍ତୁ.
3. Quit your browser and reopen it.
4. Log out and log back in again.
5. Try using a different browser.
ଭିଡ଼ିଓ ଗୁଡ଼ିକ ଆପଣଙ୍କ ଡିଭାଇସ ରେ ଡାଉନଲୋଡ଼ କରାଯାଇପାରିବ ନାହିଁ.
Do not worry. Your progress is saved. As soon as connection is restored, you can resume from the point where you left off.
ହଁ. ଆପଣ ଏଥିରୁ ଷ୍ଟାର୍ଟଅପ୍ ଇଣ୍ଡିଆ ଶିକ୍ଷା ପ୍ରୋଗ୍ରାମ୍ କୁ ଡାଉନଲୋଡ଼ କରିପାରିବେ ପ୍ଲେ ଷ୍ଟୋର.
ଆପଣଙ୍କ ପାସୱାର୍ଡରେ ନ୍ୟୂନତମ:
* ଆପଣଙ୍କ ପାସୱାର୍ଡରେ ନ୍ୟୂନତମ:
ଏହାକୁ ଆକ୍ସେସ୍ କରିବା ପାଇଁ ଦୟାକରି ଆପଣଙ୍କ ପ୍ରୋଫାଇଲ୍ ପୂରା କରନ୍ତୁ.
ଷ୍ଟାର୍ଟଅପ ଇଣ୍ଡିଆ ପୋର୍ଟାଲ ଭାରତରେ ଷ୍ଟାର୍ଟଅପ ଇକୋ ସିଷ୍ଟମର ସମସ୍ତ ଅଂଶୀଦାରଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରକାର ଅନଲାଇନ୍ ପ୍ଲାଟଫର୍ମ.


ପାସୱାର୍ଡ ମନେ ନାହିଁ
ଦୟାକରି ଆପଣଙ୍କ ଇମେଲ୍ ଆଇଡିକୁ ପଠାଯାଇଥିବା ଓଟିପି ପାସୱାର୍ଡ ପ୍ରବେଶ କରନ୍ତୁ
ଦୟାକରି ଆପଣଙ୍କ ପାସୱାର୍ଡ ପରିବର୍ତ୍ତନ କରନ୍ତୁ


